ଫଟୋ ଦେଖି ବିରକ୍ତ ହେଲେ ମାମା,
ତୁ ସେ ଲଙ୍ଗଳା ଲୋକଠୁ ଆଣିବାକୁ ପୁରସ୍କାର
ମୋ କଥା ମାନ୍ ନା ନା ଯାଆନି ତୁ ଯମା!
ଝିଅ କହିଲା ମାମା ଉଲଗ୍ନତା ଉଲଂଘନ ନୁହେଁ,
ମୋତେ ଏଥିରେ ଆଗକୁ ବଢିବାର ଅଛି
ତେଣୁ ସବୁଠାରୁ ଭଲ ଉପାୟ ଇଏ!
ଲଙ୍ଗଳା ଲୋକ ହିଁ ଅତିଥି ହେବାକୁ ଯୋଗ୍ୟ,
ଅବିବାହିତ ହୋଇ ଯାହାକୁ ସମ୍ପୂର୍ଣ ଦେଖି
ହୋଇଛି ତା ହାତରୁ ପୁରସ୍କାର ନେବାଟା ସୈାଭାଗ୍ୟ!
ଲଙ୍ଗୁଳି ଅତିଥି ସ୍ବଛତାର ପ୍ରତୀକ,
ଦେଉ ଦେଉ ଚିହ୍ନେଇ ଦିଅନ୍ତି ମୋ ଫ୍ରର୍ମୂଲାରେ
ଏଇମାନେ ହିଁ ଉତ୍କର୍ଷତା ପ୍ରତିପାଦନ କରିଛନ୍ତି ଦେଖ!!
ସହଜରେ ଭୁଲି ପାରନ୍ତିନି ତାଙ୍କୁ ଚେଲା,
ବ୍ୟତିକ୍ରମ ଏଠି ଛାତ୍ର ହିଁ ପ୍ରଥମ ଗୁରୁଦେବ କେବଳ
ଅନୁକରଣ କରିଛନ୍ତି ଛାତ୍ରର ପୁରୁଣା ଫର୍ମୂଲା!!!
ପ୍ରେମିକା କହିଲା ଦେଖ କିଏ ଦେବେ ପୁରସ୍କାର,
ପ୍ରେମିକ କହିଲା ହଁ ବହୁତ ବଢିଆ ମୁଁ ଆଗରୁ
ମୋବାଇଲିରେ ସବୁକିଛି ଦେଖିଛି ତାଙ୍କର!
#ଓଡିଆସାହିତ୍ୟରବ୍ୟଙ୍ଗଯୁଗ
ତୁ ସେ ଲଙ୍ଗଳା ଲୋକଠୁ ଆଣିବାକୁ ପୁରସ୍କାର
ମୋ କଥା ମାନ୍ ନା ନା ଯାଆନି ତୁ ଯମା!
ଝିଅ କହିଲା ମାମା ଉଲଗ୍ନତା ଉଲଂଘନ ନୁହେଁ,
ମୋତେ ଏଥିରେ ଆଗକୁ ବଢିବାର ଅଛି
ତେଣୁ ସବୁଠାରୁ ଭଲ ଉପାୟ ଇଏ!
ଲଙ୍ଗଳା ଲୋକ ହିଁ ଅତିଥି ହେବାକୁ ଯୋଗ୍ୟ,
ଅବିବାହିତ ହୋଇ ଯାହାକୁ ସମ୍ପୂର୍ଣ ଦେଖି
ହୋଇଛି ତା ହାତରୁ ପୁରସ୍କାର ନେବାଟା ସୈାଭାଗ୍ୟ!
ଲଙ୍ଗୁଳି ଅତିଥି ସ୍ବଛତାର ପ୍ରତୀକ,
ଦେଉ ଦେଉ ଚିହ୍ନେଇ ଦିଅନ୍ତି ମୋ ଫ୍ରର୍ମୂଲାରେ
ଏଇମାନେ ହିଁ ଉତ୍କର୍ଷତା ପ୍ରତିପାଦନ କରିଛନ୍ତି ଦେଖ!!
ସହଜରେ ଭୁଲି ପାରନ୍ତିନି ତାଙ୍କୁ ଚେଲା,
ବ୍ୟତିକ୍ରମ ଏଠି ଛାତ୍ର ହିଁ ପ୍ରଥମ ଗୁରୁଦେବ କେବଳ
ଅନୁକରଣ କରିଛନ୍ତି ଛାତ୍ରର ପୁରୁଣା ଫର୍ମୂଲା!!!
ପ୍ରେମିକା କହିଲା ଦେଖ କିଏ ଦେବେ ପୁରସ୍କାର,
ପ୍ରେମିକ କହିଲା ହଁ ବହୁତ ବଢିଆ ମୁଁ ଆଗରୁ
ମୋବାଇଲିରେ ସବୁକିଛି ଦେଖିଛି ତାଙ୍କର!
#ଓଡିଆସାହିତ୍ୟରବ୍ୟଙ୍ଗଯୁଗ
0 comments:
Post a Comment