ନିରୀକ୍ଷକ ଓ ଅଧୀକ୍ଷକ ଉପରେ
ପକେଇବା ପାଇଁ ଚାପ;
ପରୀକ୍ଷା କେନ୍ଦ୍ରର ପାଚେରୀ କଡରେ
ଛିଡା ଭାଇ ମାଆ ବାପ!
ପ୍ରଶ୍ନଟା ଖାଲି କରିଦେଲେ ହ୍ବାଟ୍ସଆପ,
ଟେଷ୍ଟପେପର ଚିରି ଫିଙ୍ଗି କହନ୍ତି
ନିଅରେ ପିଲାଏ ଟିପ!
ପକେଇବା ପାଇଁ ଚାପ;
ପରୀକ୍ଷା କେନ୍ଦ୍ରର ପାଚେରୀ କଡରେ
ଛିଡା ଭାଇ ମାଆ ବାପ!
ପ୍ରଶ୍ନଟା ଖାଲି କରିଦେଲେ ହ୍ବାଟ୍ସଆପ,
ଟେଷ୍ଟପେପର ଚିରି ଫିଙ୍ଗି କହନ୍ତି
ନିଅରେ ପିଲାଏ ଟିପ!
ଯେଉଁ ବାପା ମାଆ ପିଲାକୁ ଦେଇନ
ଶିଖିବାକୁ ହ୍ବାଟ୍ସ ଆପ,
ଏବେ ଦେଖ ତମେ ଆକଟ ନାମରେ
କରିଅଛ କେଡେ ପାପ!
ମାର୍କ ଝରିବ ନିଶ୍ଚୟ ଥପଥପ,
ଡାକ୍ତର ହେଇ ସେ ପିଲା କରିବେ
ଓଟି ଭିତରୁ ଘରକୁ ହ୍ବାଟ୍ସ ଆପ!!
ଶିଖିବାକୁ ହ୍ବାଟ୍ସ ଆପ,
ଏବେ ଦେଖ ତମେ ଆକଟ ନାମରେ
କରିଅଛ କେଡେ ପାପ!
ମାର୍କ ଝରିବ ନିଶ୍ଚୟ ଥପଥପ,
ଡାକ୍ତର ହେଇ ସେ ପିଲା କରିବେ
ଓଟି ଭିତରୁ ଘରକୁ ହ୍ବାଟ୍ସ ଆପ!!
-ଡ.କୁଳାଙ୍ଗାର
0 comments:
Post a Comment